Skip to main content
1. ଓ୍ବିକଲି ଷ୍ଟ୍ରିକ୍ କ’ଣ?
ଓ୍ବିଲି ଷ୍ଟ୍ରିକ ସାରିବା ପାଇଁ ପ୍ରତି ସପ୍ତାହରେ ଅତିକମରେ 3ଟି ପୋଷ୍ଟ କ୍ରିଏଟ କରନ୍ତୁ
ଓ୍ବିଲି ଷ୍ଟ୍ରିକ୍‌ ସ୍କୋର ଉଦାହରଣ
  • ପ୍ରଥମ ସପ୍ତାହରେ ଅତିକମରେ 3ଟି ପୋଷ୍ଟ କରନ୍ତୁ, ଆପଣଙ୍କ ଓ୍ବିକଲି ଷ୍ଟ୍ରିକ୍‌ ସ୍କୋର 1 ହେଇଯିବ।
  • ପ୍ରଥମ ଓ ଦ୍ବିତୀୟ ସପ୍ତାହରେରେ ଅତିକମରେ 3ଟି ଲେଖାଏଁ ପୋଷ୍ଟ କରନ୍ତୁ, ଆପଣଙ୍କ ଓ୍ବିକଲି ଷ୍ଟ୍ରିକ୍‌ ସ୍କୋର 2 ହୋଇଯିବ।
  • ସେହିଭଳି, ଲଗାତାର 5 ସପ୍ତାହରେ 3ଟି ଲେଖାଏଁ ପୋଷ୍ଟ କଲେ ଆପଣଙ୍କ ଓ୍ବିକଲି ଷ୍ଟ୍ରିକ୍‌ ସ୍କୋର 5 ହୋଇଯିବ।
2. ଡେଲି ଷ୍ଟ୍ରିକ୍ କ’ଣ?
ସେହିଦିନର ଡେଲି ଷ୍ଟ୍ରିକ୍‌ ସାମ୍ପୂର୍ଣ୍ଣ କରିବା ପାଇଁ ଦିନରେ ଅତିକମରେ 1ଟି ପୋଷ୍ଟ କ୍ରିଏଟ କରନ୍ତୁ।
ଡେଲି ଷ୍ଟ୍ରିକ୍‌ ସ୍କୋର ଉଦାହରଣ
  • ଦିନକୁ ଅତିକମରେ ଗୋଟିଏ ପୋଷ୍ଟ କରନ୍ତୁ, ଆପଣଙ୍କ ଡେଲି ଷ୍ଟ୍ରିକ୍‌ ସ୍କୋର 1 ହେଇଯିବ।
  • ପ୍ରଥମ ଓ ଦ୍ବିତୀୟ ଦିନରେ ଅତିକମରେ ଗୋଟିଏ ପୋଷ୍ଟ କରନ୍ତୁ, ଆପଣଙ୍କ ଡେଲି ଷ୍ଟ୍ରିକ୍‌ ସ୍କୋର 2 ହୋଇଯିବ।
  • ସେହିଭଳି, ଲଗାତାର 5 ଦିନ ଗୋଟିଏ ଲେଖାଏଁ ପୋଷ୍ଟ କଲେ ଆପଣଙ୍କ ଡେଲି ଷ୍ଟ୍ରିକ୍‌ ସ୍କୋର 5 ହୋଇଯିବ।
3. ମାଇଲଷ୍ଟୋନ୍
ହିରୋ
ସେହି ସପ୍ତାହରେ ଷ୍ଟ୍ରିକ୍‌ ପାଇଁ ହାସଲ କରିବା ପାଇଁ
ସୁପରଷ୍ଟାର
ସୋମବାରରୁ ରବିବାର ପର୍ଯ୍ୟନ୍ତ ଲଗାତାର 7 ଦିନ ପୋଷ୍ଟ କରିବା ପାଇଁ
4. ଦୀର୍ଘ ଓ୍ବିକଲି / ଡେଲି ଷ୍ଟ୍ରିକ୍ ବଜାୟ ରଖିବା କାହିଁକି ଗୁରୁତ୍ୱପୂର୍ଣ୍ଣ?
  • ଆପଣଙ୍କର ରିଚ୍‌ରେ ଉନ୍ନତି ଆଣେ ଏବଂ ଭାଇରାଲ୍ ହେବାର ସମ୍ଭାବନାକୁ ବଢ଼ାଇଥାଏ
  • ପୂର୍ବରୁ ଯୋଡ଼ି ହୋଇଥିବା ୟୁଜରମାନଙ୍କ ସହିତ ସକ୍ରିୟ ଭାବରେ ଜଡ଼ିତ ହେବାରେ ସାହାଯ୍ୟ କରେ
  • ସମ୍ପର୍କ ବଢ଼ାଏ ଏବଂ ଆପଣଙ୍କ ଭିଡିଓ ପ୍ରତି ନୂଆ ୟୁଜରଙ୍କୁ ଆକର୍ଷିତ କରେ
  • ଅଧିକ ଫଲୋଅର ପାଇବାରେ ଆପଣଙ୍କୁ ସାହାଯ୍ୟ କରେ
  • ଆପଣଙ୍କ କ୍ରିଏସନ କ୍ବାଲିଟିରେ ଉନ୍ନତି ଆଣିବାରେ ସାହାଯ୍ୟ କରେ - ଆପଣ ଅଧିକ କ୍ରିଏଟ କରନ୍ତୁ, ପ୍ଲାଟଫର୍ମକୁ ଭଲ ଭାବରେ ବୁଝିପାରିବେ
  • ପର୍ପଲ / ଗୋଲ୍ଡେନ ବ୍ୟାଜ୍ ପାଇବା ପାଇଁ ଅଧିକ ସମ୍ଭାବନା
5. ଆପଣଙ୍କ ଓ୍ବିକଲି ଷ୍ଟ୍ରିକ୍ 0ରେ କେବେ ରିସେଟ୍ ହେବ?
  • ଓ୍ବିକଲି ଷ୍ଟ୍ରିକ୍‌ ବଜାୟ ରଖିବା ପାଇଁ, ଆପଣ ପ୍ରତି ସପ୍ତାହରେ ଲଗାତାର କଣ୍ଟେଣ୍ଟ ବନାଇବା ଆବଶ୍ୟକ ଏବଂ ପ୍ରତ୍ୟେକ ସପ୍ତାହ ସୋମବାରରୁ ରବିବାର ମଧ୍ୟରେ ଅତି କମରେ 3 ଟି ପୋଷ୍ଟ କ୍ରିଏଟ କରିବା ଆବଶ୍ୟକ।
  • ଯଦି ଆପଣ ଗୋଟିଏ ସପ୍ତାହରେ କଣ୍ଟେଣ୍ଟ କ୍ରିଏଟ କରିବାକୁ ଭୁଲିଯାଇଛନ୍ତି, ତେବେ ଆପଣଙ୍କର ଓ୍ବିକଲି ଷ୍ଟ୍ରିକ୍ ଶୂନକୁ ରିସେଟ୍ ହୋଇଯିବ। ଏହାର ଅର୍ଥ, ଆପଣଙ୍କୁ ଶୂନରୁ ପୁଣି ଷ୍ଟ୍ରିକ୍ ଆରମ୍ଭ କରିବାକୁ ପଡ଼ିବ।
  • ଶେୟରଚେଟ୍‌ କମ୍ୟୁନିଟି ଗାଇଡଲାଇନ୍‌କୁ ପୂରଣ କରୁଥିବା ଏବଂ କ୍ରିଏଟରଙ୍କ ଦ୍ୱାରା ଡିଲିଟ୍ ହୋଇନଥିବା ପୋଷ୍ଟଗୁଡ଼ିକ କେବଳ ଷ୍ଟ୍ରିକ୍ ପାଇଁ ବିଚାରକୁ ନିଆଯିବ।
6. ଆପଣଙ୍କ ଡେଲି ଷ୍ଟ୍ରିକ୍ 0ରେ କେବେ ରିସେଟ୍ ହେବ?
  • ପ୍ରତିଦିନ ଅତି କମରେ ଗୋଟିଏ ଭଲ କ୍ବାଲିଟିର କଣ୍ଟେଣ୍ଟ ପୋଷ୍ଟ କରନ୍ତୁ। ଯଦି ଆପଣ ଗୋଟିଏ ଦିନରେ ଗୋଟିଏ କଣ୍ଟେଣ୍ଟ କ୍ରିଏଟ କରିବାକୁ ମିସ୍ କରିଯା'ନ୍ତି, ତେବେ ଆପଣଙ୍କର ଡେଲି ଷ୍ଟ୍ରିକ୍ 0କୁ ରିସେଟ୍ ହୋଇଯିବ। ଏହାର ଅର୍ଥ, ଆପଣଙ୍କୁ 0ରୁ ପୁଣି ଷ୍ଟ୍ରିକ୍‌ ଆରମ୍ଭ କରିବାକୁ ପଡ଼ିବ।
  • ଯଦି ଆପଣ ଆଜି କ୍ରିଏଟ ହୋଇଥିବା ପୋଷ୍ଟଗୁଡିକୁ ଡିଲିଟ୍ କରିଦିଅନ୍ତି, ତାହେଲେ ଆଜି କ୍ରିଏଟ ହୋଇଥିବା ଆପଣଙ୍କର ନେଟ୍ ପୋଷ୍ଟ 0 ହେଇଯିବ, ଏବଂ ଆପଣଙ୍କର ଷ୍ଟ୍ରିକ୍ ସ୍କୋର 0କୁ ରିସେଟ୍ ହୋଇଯିବ।
7. ଓ୍ବିକଲି ଷ୍ଟ୍ରିକ୍ ପାଇଁ କେଉଁ ଅବଧିକୁ ବିଚାରକୁ କରାଯାଏ?
  • ସୋମବାରରୁ ରବିବାର
8. ଯଦି ଆପଣ କୌଣସି ସପ୍ତାହରେ କ୍ରିଏଟ କରିବାକୁ ମିସ୍ କରିଯା'ନ୍ତି ତେବେ କ’ଣ ହେବ?
  • ଆପଣଙ୍ଗକ ଓ୍ବିକଲି ଷ୍ଟ୍ରିକ୍ 0କୁ ରିସେଟ୍ ହୋଇଯିବ। 3ଟି ନୂଆ କଣ୍ଟେଣ୍ଟ କ୍ରିଏଟ କରି ଆପଣ ପୁନର୍ବାର ଷ୍ଟ୍ରାଇକ୍ ଆରମ୍ଭ କରିପାରିବେ।
  • ଯଦି ଆପଣ ଷ୍ଟ୍ରିକ୍ ମିସ୍ କରିଯା'ନ୍ତି, ଯଥାଶୀଘ୍ର 3ଟି ନୂଆ ପୋଷ୍ଟ କରିବାକୁ ଏବଂ ଷ୍ଟ୍ରିକ୍ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଉଛି।
9. ପ୍ରତି ସପ୍ତାହରେ ଆପଣଙ୍କର ଡେଲି ଷ୍ଟ୍ରିକ୍ ବଞ୍ଚାଇବା ପାଇଁ ଆପଣ କେତେ ପୋଷ୍ଟ କରିବାକୁ ଦରକାର?
  • ସପ୍ତାହରେ ଅତି କମରେ 3 ଟି ପୋଷ୍ଟ
10. ମୁଁ ପ୍ରତିଦିନ 3ଟି ପୋଷ୍ଟ କରୁଛି, ମୁଁ କ’ଣ କରିବି?
  • ଆପଣ ପୂର୍ବରୁ ବହୁତ ବଢ଼ିଆ କରୁଛନ୍ତି। ଜାରି ରଖନ୍ତୁ। ନିଶ୍ଚିତ କରନ୍ତୁ ଯେ ଆପଣ ଏହାକୁ ପ୍ରତି ସପ୍ତାହରେ ଜାରି ରଖିବେ।
ଆପଣଙ୍କ ଷ୍ଟ୍ରିକ୍‌ ବଜାୟ ରଖିବା ପାଇଁ କିଛି ଟିପ୍ସ
ଆପଣଙ୍କ ପସନ୍ଦ ଖୋଜନ୍ତୁ, ଏବଂ ତାହା ଜାରି ରଖନ୍ତୁ
ମଜାଦାର କଣ୍ଟେଣ୍ଟ କ୍ୟାମ୍ପେନ ଏବଂ ଆଇଡିଆ ପାଇବା ପାଇଁ ନିୟମିତ ଭାବରେ 'କ୍ରିଏଟର ହବ୍' ଦେଖୁଥା'ନ୍ତୁ।
ପ୍ରତିଦିନ ଏକ୍ସପ୍ଳୋର ପେଜ୍‌ ଦେଖନ୍ତୁ ଏବଂ ଟ୍ରେଣ୍ଡିଙ୍ଗ #ହ୍ୟାଶଟ୍ୟାଗ୍‌ ଚ୍ୟାଲେଞ୍ଜରେ ଭାଗନିଅନ୍ତୁ
ନିୟମିତ ଭାବେ ନୂଆ ମୋସନ ଭିଡିଓ ଟେମ୍ପଲେଟ୍ ଦେଖନ୍ତୁ ଏବଂ ସେଗୁଡ଼ିକ ବ୍ୟବହାର କରି କ୍ରିଏଟ କରନ୍ତୁ
Note:   ଉଭୟ ଓ୍ବିକଲି ଏବଂ ଡେଲି ଷ୍ଟ୍ରିକ୍ସ ସ୍କୋରଗୁଡିକ ଏପ୍ରିଲ୍ 4 (ସୋମବାର), 2022 ରୁ ଗଣନା କରାଯିବ